#ବିରୁଡି_ଆତଙ୍କ_ଚିନ୍ତାରେ_ମହୁ_ଚାଷୀ
ଚିନ୍ତାରେ ସୁବର୍ଣ୍ଣରେଖା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଆଦିବାସୀ ମହିଳା ।୨ ମାସ ପୂର୍ବରୁ ଆରମ୍ଭ କରିଥିଲେ ମହୁଚାଷ। ବର୍ତ୍ତମାନ କାଳ ସାଜିଛି ବିରୁଡ଼ି। ବିରୁଡ଼ି ଗୁଡିକ ଛୋଟ ଛୋଟ ମହୁମାଛିଙ୍କୁ ମାରିଦେଉଛନ୍ତି। ବାରମ୍ବାର ଅଭିଯୋଗ ପରେ କେହି ଶୁଣୁନି ପ୍ରଶାସନ ।
#Sundargarh #rajgangpur #honeyfarmer #farmerproblems #Odisha #ArgusNews